ଦୁନିଆର ଏହି ବ୍ୟକ୍ତିଙ୍କ ଭଉଣୀଙ୍କୁ ବିବାହ କରିଲେ ମିଳିବ ୧୦୦୦ କୋଟି ଟଙ୍କା, କିନ୍ତୁ ସର୍ତ ଶୁଣିକି କେହିବି ବାହାହେବା ପାଇଁ କରି ପାରୁନାହାନ୍ତି ସାହସ

ଆଜିକାଲି କିଛି ଏପରି ଖବର ଶୁଣିବାକୁ ମିଳିଥାଏ ଯାହା ଶୁଣି ଆପଣ ବି ଆଶ୍ଚଯ୍ୟ ହେବେ I ଫିଲ୍ମ ଇଣ୍ଡଷ୍ଟ୍ରି ହେଉ କି ରାଜନୀତି ଏହି ଦୁଇଗୋଟି ଇଣ୍ଡଷ୍ଟ୍ରି ସର୍ବଦା କୌଣସି ନା କୌଣସି ଖବର କୁ ନେଇ ସର୍ବଦା ଚର୍ଚା ରେ ରହିଥାନ୍ତି I ଏବଂ ଏପରି କିଛି ଘଟଣା ଯାହା କୁ ଆପଣ ସହଜ ରେ ବିଶ୍ବସ କରିପାରି ନ ଥାନ୍ତି I
ତେବେ ଆଜି ଆମେ ଜଣେ ଯୁବତୀ ଙ୍କ ର ବିବାହ ବିଷୟ ରେ ଆଲୋଚନା କରିବାକୁ ଯାଉଛେ I ଏବଂ ଏହି ଯୁବତୀ ଙ୍କୁ ଯିଏ ବିବାହ କରିବେ ତାଙ୍କୁ ଏକ ହଜାର କୋଟି ଟଙ୍କା ଯୌତୁକ ବି ମିଳିବ I ଭାରତ ରେ ଯୌତୁକ ନେବା ଅପରାଧ ଅଟେ କିନ୍ତୁ ଏହି ଯୁବତୀ କୌଣସି ଭାରତୀୟ ନୁହନ୍ତି I
ଏହି ଯୁବତୀ ହେଉଛନ୍ତି ଦୁନିଆ ର ଆଦମଖୋର କୋରିଆ ର ତାନାସାହା କିମ ଜଙ୍ଘ ଙ୍କ ର ଭଉଣୀ I ସେ ବର୍ତମାନ ଏକ ଉତ୍ତମ ବର ପାତ୍ର ନିଜ ଭଉଣୀ ପାଁଇ ଖୋଜୁଛନ୍ତି I ଏବଂ ସେ ଯୌତୁକ ବାବଦ ରେ ଏକ ହଜାର କୋଟି ଟଙ୍କା ବି ଦେବେ କିନ୍ତୁ ତାଙ୍କ ର କିଛି ସର୍ତ୍ତ ରହିଛି I
କିମ ଜଙ୍ଘ ଚାହୁଁଛନ୍ତି କି ତାଙ୍କ ଭଉଣୀ ପାଁଇ ସେ ଯେଉଁ ଯୁବକ କୁ ବାଛିବେ ସେ ଯୁବକ ଗ୍ରାଜୁଏସନ କରିଥିବେ , ତାଙ୍କ ମୁହଁ ରେ କୌଣସି ଦାଗ ନ ଥିବ , ତାଙ୍କ ର ଉଚତା 5 ଫୁଟ 10 ଇଞ୍ଚ ହେଇଥିବ I ପୂର୍ବ ରୁ କୌଣସି ପ୍ରେମ ସମ୍ବନ୍ଧ ନ ଥିବ ଏବଂ ଓଜନ 75 କିଲୋ ରୁ କମ ହେଇ ନ ଥିବେ I

ତେବେ ଏତେ ସର୍ତ୍ତ ରେ କୌଣସି ଯୁବକ ସହଜ ରେ ମିଳିବା ବି କଷ୍ଟକର ଅଟେ I ତେବେ ଦେଖିବାକୁ ଗଲେ ଯଥାଶୀଘ୍ର କିମ ଜଙ୍ଘ ତାଙ୍କ ଭଉଣୀ ଙ୍କ ର ବିବାହ କରାଇ ଦେବାକୁ ଚାହୁଁଛନ୍ତି , କାରଣ ତାଙ୍କ ଭଉଣୀ ବିବାହ ଯୋଗ୍ୟ ହେଇସାରିଲେଣି I

Comments