ବଡ ଖବର : ପାକିସ୍ଥାନର ପାଣି ଅଟକାଇବ ଭାରତ : ଏବେ ବିନା ଯୁଦ୍ଧରେ ହିଁ ଧ୍ୱଂସ ହୋଇ ଯିବ ପୂରା ପାକିସ୍ଥାନ – ଦେଖନ୍ତୁ କିପରି…

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ପୁଣି ଆଉଥରେ ସୁରକ୍ଷାବଳଙ୍କୁ ଆକ୍ରମଣ କରିଛନ୍ତି , ପୁଲବାମାରେ ଅବଂତିପୋରା ରେ ଗୋରିପୋରା ଇଲାକାରେ ସୁରକ୍ଷା ବଳଙ୍କ ଉପରେ ଜେଶ୍ ଏ ମହମ୍ମଦ ଆତଙ୍କୀ ସଂଗଠନ ଆତ୍ମଘାତି ଆକ୍ରମଣ କରିଥିଲେ , ଏହି ଆକ୍ରମଣରେ ୩୯ ଜଣ ସିଆର୍ ପିଏଫ୍ ଜବାନ ସହୀଦ ହୋଇଗଲେ , ଓ ୪୫ ଜଣ ଗୁରୁତ୍ୱର ଆଘାତ ପ୍ରାପ୍ତ ହୋଇଥିଲେ , ଏଥିରୁ ୧୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି , ଘାଟିରେ ବହୁତ ଲମ୍ବା ସମୟ ଯାଏଁ ଆତଙ୍କୀ ମାନେ ଆକ୍ରମନ ଜରିଆରେ ବଡ ଆକ୍ରମଣକୁ କରିବାରେ ସଫଳ ହୋଇଥିଲେ
ଏହି ଆକ୍ରମଣରେ ଦେଶରେ ଆବାଜ୍ ଉଠୁଛି କି ପାକିସ୍ଥାନର ସହ ସବୁ ରାସ୍ତା ଭାରତ ବନ୍ଦ କରିଦେବା ଉଚିତ୍ । ଭାରତ ରୁ ପାକିସ୍ଥାନ ଆସୁଥିବା ପାଣୀକୁ ରୋକି ନେବା ଉଚିତ୍ , ଆପଣଙ୍କୁ କହିଦେବୁ କି ୩ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ରକ୍ତ ଓ ପାଣି ଏମିତି ବୋହି ନଥାଏ ,
ସିନ୍ଧୁ ନଦୀର ପାଣି ଅଧିକା ଉପଯୋଗ କରିବାର ଫଇସଲା ସେପ୍ଟେମ୍ବର ୨୦୧୬ରେ ପାକିସ୍ଥାନୀ ଆତଙ୍କବାଦୀ ଦ୍ୱାରା ଉଡିରେ ଆର୍ମୀ କ୍ୟାମ୍ପରେ ଆକ୍ରମଣ ପରେ ନିଆଯାଈଥିଲା , ଏହି ଆକ୍ରମଣରେ ଭାରତର ୧୮ ଜଣ ସୈନିକ ସହୀଦ ହୋଇଥିଲେ । ସେହି ସମୟରେ ମୋଦୀ କହିଥିଲେ କି ରକ୍ତ ଓ ପାଣି ଏକା ସାଙ୍ଗେ ପ୍ରବାହିତ ହୋଇପାରିବ ନାହିଁ  , ଆଜି ଏହି ଆକ୍ରମଣରେ ଲାଗୁଛି କି ଏବେ ସେହି ସମୟ ଆସିଯାଇଛି କି ପାକିସ୍ଥାନଙ୍କୁ ସଂପୂର୍ଣ୍ଣ ରୁପେ ପାଣି ନ ଦେବା ଉଚିତ୍ , ଏଥିରେ ସେ ଧ୍ୱଂସ ହୋଈଯିବ ।

ଆଜି ପୁଲବାମାରେ ହୋଇଥିବା ଆତଙ୍କୀ ଆକ୍ରମଣରେ ପୁର୍ବ ସେନା ଅଧିକାରୀଙ୍କ କହିବା କଥା କି ସେହି ସମୟ ଆସିଯାଇଛି କି ଯାହାକି ମୋଦି ସରକାର ଏକ ବଡ ଫଇସଲା ନେବେ , ପାକ୍ ପାଖରେ କେବଳ ୨୩ ପ୍ରତିଶତ ପିଇବା ପାଣି ରହିଛି , ଭାରତରୁ ପାଣି ରୋକି ନେଲେ , ତାଙ୍କୁ ତାଙ୍କର ଅସଲ ପ୍ରକୃତ ଔକାତ୍ ବୁଝାପଡିଯିବ , ପରି ଶେଷରେ ରକ୍ତ ଓ ପାଣି କେତେ ଦିନ ଯାଏଁ ବୋହି ଚାଲିଥିବ ,

Comments