ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ସେନାର ବାଘ ରଣବୀର ସିଂଙ୍କ ହାତରେ ଦେଲେ ଯୁଦ୍ଧର କମାଣ , କାଲି ପର୍ଯ୍ୟନ୍ତ ଖଣ୍ତ ଖଣ୍ତ ହେଇପାରେ ପାକିସ୍ଥାନ…
ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ଥାନ ଠାରୁ ବଦଲା ନେବାପାଇଁ ସେନାକୁ ପୁରା ଭାବେ ଦାୟିତ୍ୱ ଦେଇଛନ୍ତି , ମୋଦୀ କହିଲେ କି ସେନାଙ୍କୁ ମୁଁ କହିଛି କି ସେ ସ୍ଥାନ ବାଛନ୍ତୁ ଓ ପାକିସ୍ଥାନ ଠାରୁ ବଦଲା ନିଅନ୍ତୁ , ମୋଦୀଙ୍କ ଏହା ପୂର୍ବରୁ ବୈଠକ ନେଇଥିଲେ , ଓ ସର୍ଜିକାଲ୍ ଷ୍ଟ୍ରାଇକ୍ ର ହିରୋ ଜେନେରାଲ୍ ରଣବୀର ସିଂଙ୍କୁ ଡକାଇ ଥିଲେ , କୁହାଯାଉଛି କି ତାଙ୍କର ନେତୃତ୍ୟରେ ଭାରତୀୟ ସେନା ବଦଳା ନେବେ ।
ରଣବୀର ସିଂ ଭାରତୀୟ ସେନାରେ ସେହି ଦକ୍ଷ ଅଧିକାରୀ ଅଟନ୍ତି ଯିଏକି ଆତଙ୍କୀଙ୍କ ବିପକ୍ଷରେ ଅପରେଶନ୍ ରେ ମହାରଥ କାରଣରୁ ଜଣାଯାଇଥାଏ , ଏହା ପୁର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ପାକିସ୍ଥାନ ଭୁଲି ଯାଉଛି କି ଭାରତ ନୂଆ ନୂଆ ନୀତି ବାଲା ଅଟେ ,ଆତଙ୍କୀ ସଂଗଠନରୁ ନୃଶଂସତା ଦେଖାଯାଉଛି , ଓ ତାହାର ପୂରା ହିସାବ କରାଯିବ । ସେ କହିଲେ ଏହାର ଜବାବ ଦେବାପାଇଁ ସେ ସମୟ ଓ ସ୍ଥାନ ବାଛନ୍ତୁ ।
ସେ କହିଲେ କି ସେମାନେ ଏହିପରି ଭାରତ ଉପରେ ଆକ୍ରମଣ କରି ପୁଲବାମା ପରି ଜାଗାରେ ଆକ୍ରମଣ କରି କିଛି ଭଲ କରିନାହାନ୍ତି , କିନ୍ତୁ ତାଙ୍କର ସବୁ ଯୋଜନାକୁ ଆମେ ୧୩୦ କୋଟି ଲୋକ ମିଶିକରି ଜବାବ ଦେବୁ , ପ୍ରଧାନମନ୍ତ୍ରୀ କହିଲେ ବିଶ୍ୱରେ ଅଲଗା ହୋଇଥିବା ପଡୋଶୀ ଦେଶ ଯଦି ଏହା ବୁଝିଥାନ୍ତା କି ଯେଉଁ ପରି କାର୍ଯ୍ୟ କରୁଛନ୍ତି , ତାହା ଭାରତରେ ଅସ୍ଥିରତା ଜନ୍ମ ନେବାରେ ସଫଳ ହେଉଛନ୍ତି , ଯାହାକି ବହୁତ ବଡ ଭୁଲ୍ କରୁଛନ୍ତି ।
ଝାନ୍ସିର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ କି ଦେଶର ଜବାନ ନିଜ ପ୍ରାଣର ଆହୁତି ଦେଇଛନ୍ତି , ତାଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ , ପ୍ରଧାନମନ୍ତ୍ରୀ କହିଲେ କି ଆମେ ସେନାଙ୍କୁ ଏବେ ପୂର୍ଣ୍ଣ ସ୍ୱାଧିନତା ଦେଇସାରିଛୁ , ଏହି ସମୟରେ ପାକିସ୍ଥାନର ଅବସ୍ଥା ସଙ୍କଟାପନ୍ନ ଅଛି , ସେ କହିଲେ କି ପୁଲବାମାର ଅପରାଧିଙ୍କୁ ନିଶ୍ଚିତ ଦଣ୍ତ ମିଳିବ , ସେ କହିଲେ କି ଆମ ସୁରକ୍ଷା ବଳଙ୍କୁ ସବୁ ଫଇସଲା ନେବାପାଇଁ ପୂର୍ଣ୍ଣ ସ୍ୱାଧୀନତା ଦେଇଛୁ ।




Comments
Post a Comment