ଆମେରିକା କହିଲା ଆମେ ପୂର୍ଣ୍ଣ ଭାବେ ଭାରତ ସାଙ୍ଗରେ ଅଛୁ , ପରମାଣୁ ଆକ୍ରମଣ ସହିବା ପାଇଁ ପାକିସ୍ଥାନ ଏବେ ପ୍ରସ୍ତୁତ ରହୁ – ଏବେ ପାକିସ୍ତାନ..
ଗୁରୁବାରର କୁ ଜାମ୍ମୁ କାଶ୍ମୀରର ପୁଲବାମାରେ ହୋଇଥିବା ଆତଙ୍କୀ ଆକ୍ରମଣରେ ସିଆର୍ ପିଏଫ୍ ର ୪୩ ଜଣ ଜବାନ ସହୀଦ ହୋଇଗଲେ । ଓ ୨୦ ରୁ ଅଧିକା ଗୁରୁତ୍ୱର ଆହାତ ହୋଇଗଲେ , ଏହି ଆତଙ୍କୀ ଆକ୍ରମଣର ପରେ ଦୁନିଆଁସାରା ଦେଶ ମାନେ ଏହାର କଡା ନିନ୍ଦା କରିଛନ୍ତି , ଆମେରିକାର ବିଦେଶ ମନ୍ତ୍ରାଳୟ ଏହି ଆକ୍ରମଣର ଆଲୋଚନା କରୁଥିବା ବେଳେ କହିଲା କି ଆମେ ମୃତକ ପରିବାରଙ୍କ ପ୍ରତି ସଂବେଦନା ବ୍ୟକ୍ତ କରୁଛୁ , ଆମେ କାମନା କରୁଛୁ କି ଆଘାତ ପ୍ରାପ୍ତ ହୋଇଥିବା ସେନା ଜବାନ ଜଲଦି ହିଁ ସୁସ୍ଥ୍ୟ ହୋଇଯାଆନ୍ତୁ ।
ଆମେରିକା ବିଦେଶ ମନ୍ତ୍ରାଳୟଙ୍କ ତରଫରୁ କୁହାଗଲା କି ଆମେରିକା ଆତଙ୍କବାଦ ବିପକ୍ଷରେ ଲଢେଇ କରିବାକୁ ଭାରତ ସହିତ ଅହି , ୟୁଏନ୍ ଦ୍ୱାରା ପାକିସ୍ଥାନ ସ୍ଥିତ ଆତଙ୍କୀ ସଂଗଠନ ଜୈଶ୍-ଏ-ମହମ୍ମଦ ଏହି ଆକ୍ରମଣ ପାଇଁ ଦାୟୀ ଅଟନ୍ତି , ଯାହାକି ଏକ ବହୁତ ହିଁ ନିନ୍ଦନୀୟ କାର୍ଯ୍ୟ ଅଟେ । ଆମେ ସବୁ ଦେଶଗୁଡିକୁ କହିବାକୁ ଚାହୁଁଛୁ ସେ ୟୁଏନ୍ ସିକ୍ୟୁରିଟି କାଉନସିଲ୍ ର ରିଜୋଲ୍ୟୁସନ୍ ସ୍ୱୀକାର କରନ୍ତୁ , ଓ ନିଜ ଦେଶରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ବନ୍ଦ କରନ୍ତୁ , ନହେଲେ ପରମାଣୁ କାର୍ଯ୍ୟନୁଷ୍ଠାନ ନେବାପାଇଁ ଆମେ ପ୍ରସ୍ତୁତ ଅଛୁ , କହିଦେବୁ କି ଟ୍ରମ୍ପ ପୁର୍ବରୁ ବି ଆଫଗାନିସ୍ଥାନରେ ହାଇଡ୍ରୋଜେନ୍ ଆକ୍ରମଣ କରିସାରିଛନ୍ତି ।

ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଏଣ୍ଟୋନିୟୋ ଗୁତାରେସ୍ ବି ଏହି ଆକ୍ରମଣର କଡା ନିନ୍ଦା କରିଥିଲେ , ସେ କହିଲେ କି ଆମେ ଜାମ୍ମୁ କାଶ୍ମୀର ପୁଲବାମା ଜିଲ୍ଲାରେ ହୋଇଥିବା ଆତଙ୍କୀ ଆକ୍ରମଣକୁ କଡା ନିନ୍ଦା କରୁଛୁ , ଓ ନିଜ ଜୀବନ ହରାଇ ସହୀଦ ହୋଇଥିବା ଜବାନଙ୍କ ପାଇଁ ଆମେ ନିଜର ଗଭୀର ସଂବେଦନ ବ୍ୟକ୍ତ କରୁଛୁ , ଆମେ ଆଘାତପ୍ରାପ୍ତ ହୋଇଥିବା ଜବାନଙ୍କୁ ଶିଘ୍ର ସୁସ୍ଥ୍ୟ ହେବାପାଇଁ ପ୍ରାର୍ଥନା କରୁଛୁ
ଜୈଶ୍-ଏ-ମହମ୍ମଦ ପ୍ରତିବନ୍ଧିତ ତାଲିକାରେ ପକାଇବା ପାଇଁ ଭାରତର ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ଅନ୍ତରାଷ୍ଟ୍ରିୟ ସମୁଦାୟ ଭାରତର ଅପିଲ ବିଷୟରେ ପଚାରାଯିବା ପରେ ଡୁଜାରିକ କହିଲେ କି ଆତଙ୍କୀ ସଂଗଠନଗୁଡିକ ତାଲିକା ଜାରି କରିବା ସୁରକ୍ଷା ପରିଷଦଙ୍କ ହାତରେ ଅଛି

Comments
Post a Comment