ଇଣ୍ଟରଭ୍ୟୁରେ ପଚାରା ଯାଇଥିଲା ଏହି ପ୍ରଶ୍ନ , ଯଦି ମୁଁ ତମ ଭଉଣୀ ସହ ଫେରାର ହୋଇଯାଏ ତ ତମେ କଣ କରିବ? ଉତ୍ତର ଶୁଣିକି ସବୁ ଆଶ୍ଚର୍ଯ୍ୟ ହେଇଗଲେ
ନିଜ ଜୀବନରେ ସଫଳ ହେବା ପାଇଁ ଲୋକେ କେତେ ପରୀକ୍ଷା ଦିଅନ୍ତି , ଓ ଏହି ପରୀକ୍ଷାର ଶେଷ ସୋପାନରେ ପହଞ୍ଚିସାରିଲା ପରେ ଲୋକେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଥାନ୍ତି , ସେମିତି ଏହି ଦେଶରେ ଏମିତି କିଛି ପରୀକ୍ଷା ହୋଇଥାଏ ଯାହାକୁ ବହୁତ କଷ୍ଟକର ବୋଲି ଧରାଯାଏ । ହଁ ଆଞ୍ଜା ଏହା ସେଇ ପରୀକ୍ଷା ଅଟେ ଯାହାକୁ ଦିନ ରାତି ପଢିଲେ ସଫଳ ହୋଇପାରିବେ ନାହିଁ । ଏଥି ପାଇଁ ପ୍ରଥମେ ଲିଖିତ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବାକୁ ପଡିଥାଏ । ଓ ତା ପରେ ଇଣ୍ଟରଭ୍ୟୁ ପାଇଁ ଡକରା ଆସିଥାଏ , ଯଦି ଆପଣ ଆଗରୁ ଆଇ, ଏସ୍ ପରୀକ୍ଷା ବିଷୟରେ ଶୁଣିଥିବେ ତେବେ ଆପଣ ଜାଣିଥିବେ ଯେ ଏହା ସସ୍ ପେନ୍ସ୍ ଥ୍ରୀଲର୍ ଫିଲ୍ମ ପରି ହୋଇଥାଏ , ଓ ଆଇ ଏସ୍ ଇଣ୍ଟରଭ୍ୟୁ ଏହାର ଶେଷଭାଗ ଯାହା ପୁରା ଫିଲ୍ମର ଦୃଷ୍ଟାନ୍ତ ଦେଇଥାଏ ।
ସେମିତି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଇଣ୍ଟରଭ୍ୟୁ ସମୟରେ ଏମିତି କିଛି ପ୍ରଶ୍ନ କରିଥାନ୍ତି ଯାହାର ଉଦ୍ଦେଶ୍ୟ କେବଳ ଏହା ହିଁ ଥାଏ କି ସାମ୍ମନା ବାଲା ମନର ସ୍ଥିତି ଜାଣିପାରେ , ସାମନା ବାଲା କେବଳ ଏତିକି ଜାଣିବାକୁ ଚାହେଁ ଯେ ଏମିତି ପରିସ୍ଥିତି ରେ କଣ ଭାବୁଛନ୍ତି ଓ କଣ କରିବାକୁ ଚାହୁଁଛନ୍ତି , ଏମିତି ସେ ସମୟରେ ଆପଣଙ୍କ ସ୍ୱଭାବ କୁ ପରିଲିକ୍ଷିତ କରନ୍ତି , ଆଜି ଆପଣଙ୍କୁ ଏମିତି କିଛି ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ , ଏହି ପ୍ରଶ୍ନ ଗୁଡିକୁ ପଢି ଆପଣଙ୍କ ମୁଣ୍ତ କାମ କରିବ ନାହିଁ ।
ଆସନ୍ତୁ ଜାଣିବା ଏହି ପ୍ରଶ୍ନ ଗୁଡିକ ବିଷୟରେ
ପ୍ରଶ୍ନ:- ଏମିତି କଣ ଜିନିଷ ଅଛି ଯାହା ପଡେ ମାତ୍ର ଭାଙ୍ଗେ ନାହିଁ?
ଉତ୍ତର :- ବର୍ଷା
ପ୍ରଶ୍ନ – ଏମିତି କଣ ଜିନିଷ ଅଛି ଯାହାକୁ ପଛରୁ ମଣିଷ ଓ ଆଗପଟୁ ଭଗବାନ ବନେଇଥିଲେ
ଉତ୍ତର : ବଳଦ ଗାଡି କୁ ପଛ ପଟୁ ମଣିଷ ଓ ଆଗ ପଟୁ ଭଗବାନ ବନେଇ ଛନ୍ତି ।
ପ୍ରଶ୍ନ : ଯଦି ଗୋଟେ ଘରେ ରଖିଥିବା ଫ୍ରିଜ୍ ର କବାଟକୁ ଖୋଲି ଦିଆଯାଏ ତେବେ ଘର ଥଣ୍ତା ରହିବ ନା ଗରମ ?
ଉତ୍ତର : ଫ୍ରିଜ୍ ର କବାଟ ଖୋଲିଦେଲା ମାତ୍ରେ ଘର ନିଶ୍ଚିତ ଗରମ ହେବ ।
ପ୍ରଶ୍ନ :- ଯଦି ମୁ ଆପଣ ଙ୍କ ଭଉଣୀ ସହିତ ପଳାଏ ତାହେଲେ ଆପଣ କଣ କରିବେ?
ଉତ୍ତର :- ମୋ ଭଉଣୀ ଆପଣ ଙ୍କ ଭଳି ଜଣେ ବରିଷ୍ଠ ଅଧିକାରୀ ଙ୍କ ସହିତ ଅଛି, ଏହା ଠୁ ଭଲ କଣ ହୋଇ ପରେ?



Comments
Post a Comment