ବର୍ତମାନ ର ତାଜା ଖବର – ମୋଦି ସରକାର ସେନା କୁ ଆଦେଶ ଦେଲେ – ଗିରଫ ନୁହଁ ସିଧା ଗୁଳି କର – ୪୦ ବଦଳରେ ୪୦୦ ମାର – ଆଉ ତାପରେ…
ବର୍ତମାନ ସମୟରେ ଏକ ବଡ ଖବର ସାମ୍ନା କୁ ଆସିଛି | ଖବର ମୁତାବକ ଗୃହ ମନ୍ତ୍ରାଳୟ ୩ ସେନାକୁ ଆଦେଶ ଦେଇଛନ୍ତି ଯେ ଆଉ ଗିରଫ ନୁହଁ ଆତଙ୍କବାଦୀ ଦେଖିଲେ ସିଧା ଗୁଳିକରିଦିୟ |ଜାମ୍ମୁ କାଶ୍ମୀର ରେ ପୁଲବାମା ରେ ହେଇଥିବା ଆକ୍ରମଣ ରେ ଭାରତର ୪୪ ଜଣ ବୀର ଯୋଦ୍ଧା ସହିଦ ହେଇଛନ୍ତି |ଏହି ବିସ୍ପୋରଣ ପରେ ସାରା ଦେଶରେ ରାଗର ନିଆଁ ଆସିଛି |ସମସ୍ତେ ଏହି ଘଟଣାର ବଦଲା ନେବାପାଇଁ ଚାହୁଁଛନ୍ତି
ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ପୁଣି ଆଉଥରେ ସୁରକ୍ଷାବଳଙ୍କୁ ଆକ୍ରମଣ କରିଛନ୍ତି , ପୁଲବାମାରେ ଅବଂତିପୋରା ରେ ଗୋରିପୋରା ଇଲାକାରେ ସୁରକ୍ଷା ବଳଙ୍କ ଉପରେ ଜେଶ୍ ଏ ମହମ୍ମଦ ଆତଙ୍କୀ ସଂଗଠନ ଆତ୍ମଘାତି ଆକ୍ରମଣ କରିଥିଲେ , ଏହି ଆକ୍ରମଣରେ ୩୯ ଜଣ ସିଆର୍ ପିଏଫ୍ ଜବାନ ସହୀଦ ହୋଇଗଲେ , ଓ ୪୫ ଜଣ ଗୁରୁତ୍ୱର ଆଘାତ ପ୍ରାପ୍ତ ହୋଇଥିଲେ , ଏଥିରୁ ୧୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି , ଘାଟିରେ ବହୁତ ଲମ୍ବା ସମୟ ଯାଏଁ ଆତଙ୍କୀ ମାନେ ଆକ୍ରମନ ଜରିଆରେ ବଡ ଆକ୍ରମଣକୁ କରିବାରେ ସଫଳ ହୋଇଥି

କେମିତି ହେଇଥିଲା ଆତଙ୍କବାଦୀ ଆକ୍ରମଣ – ଗୁରୁବାର ଦିନ ୩.୩୦ ରେ ଜାମ୍ମୁ କାଶ୍ମୀର ର ପୁଲବାମା ରେ ଏହି ହମଲା ହେଇଥିଲା | ଯେଉଁଥିରେ ୭୦ଟି ଗାଡି ସାମିଲ ଥିଲା | ଏହି ଭିତରେ ୨୦ ରୁ ଅଧିକ ବସ,ଟ୍ରକ ଆଉ SUV ସାମିଲ ଥିଲା |CRPF ଦ୍ୱାରା ଜାରି ହେଇଥିବା ସୂଚନା ଅନୁଯାଇ ଏହି ହମଲା ରେ 76Bn CRPF ର ବସ ବିସ୍ପୋରଣ ହେଇଚି |ଯେଉଁଥିରେ ୩୯ ଜଣ ଯବାନ ଥିଲେ
ତେବେ ଏହି ହମଲା ସବୁ ହମଲା ଠାରୁ ଭିର୍ଣ୍ଣ ଅଟେ କାରଣ ସବୁବେଳେ ଏହା ଘାଟି ଅଂଚଳ ରେ ହମଲା କରନ୍ତି ଆତଙ୍କବାଦୀ ମାନେ |ପୂର୍ବରୁ ଆତଙ୍କବାଦୀ ମାନେ ଯବାନ ମନକୁ ଦେଖି ଗୁଳି କରନ୍ତି କିମ୍ୱା ଗ୍ରେନେଡ଼ ଜରିଆରେ ହମଲା କରିଥାନ୍ତି |ଏହି ପ୍ରକାର ହମଲା ରେ ମଧ୍ୟ ଅନେକ କ୍ଷତି ହୁଏ |ଏଥିରେ ଯବାନ ମାନେ ପୁଣି ଆକ୍ରମଣ କରି ଆତଙ୍କବାଦୀଙ୍କୁ ମଧ୍ୟ ମାରି ଥାନ୍ତି
ତେବେ ଏହି ହମଲା ବର୍ତମାନ ସମୟରେ ସାରା ବିଶ୍ୱରେ ଦୁଃଖର ସମ୍ବାଦ ପାଲଟିଛି | ସାରା ବିଶ୍ୱ ଏଭଳି ଆକ୍ରମଣ କୁ ନିନ୍ଦା କରିବା ସହ ପାକିସ୍ତାନ କୁ ଏହାର କଡା ଜବାବ ଦେବାକୁ କହିଛନ୍ତି | ତେବେ ଏହାର ଫଳ ସ୍ୱରୂପ ଆଗାମୀ ଦିନରେ ପାକିସ୍ତାନ ଅନେକ ଖରାପ ପରିସ୍ଥିତି କୁ ସାମ୍ନା କରିବା ବୋଲି ଜଣ ପଡିଛି

Comments
Post a Comment